କାଜାଖସ୍ତାନରରେ ଆଦୃତ ହେଉଛି ଭାରତୀୟ ସଂସ୍କୃତି, ଶାସ୍ତ୍ରୀୟ ନୃତ୍ୟ କଲେ ଛାତ୍ରୀ - ଶାସ୍ତ୍ରୀୟ ନୃତ୍ୟ କଲେ କାଜାଖସ୍ତାନର ଛାତ୍ରୀ

🎬 Watch Now: Feature Video

thumbnail

By

Published : Oct 14, 2022, 10:36 PM IST

ନୂଆଦିଲ୍ଲୀ: ଭାରତ ଓ କାଜାଖସ୍ତାନ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଦୃଢ଼ତାକୁ ଦର୍ଶାଇବା ପାଇଁ ଅସ୍ତାନାରେ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଆସ୍ତାନାର ସ୍ବାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରରେ କିଛି କାଜାଖସ୍ତାନର ଛାତ୍ରୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପରେବେଶଣ କରିଛନ୍ତି । ଏହାଦ୍ବାରା ଭାରତୀୟ ସଂସ୍କୃତିକୁ କିଭଳି କାଜାଖସ୍ତାନରେ ଆଦୃତ ହେଉଛି ତାହା ଦର୍ଶାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.