CWG 2022 Ind vs Aus Final: କିଏ ମାରିବ ବାଜି? ଏହା କହିଲେ ଅନ୍ତର୍ଜାତୀୟ କ୍ରିକେଟର

By

Published : Aug 7, 2022, 5:28 PM IST

thumbnail

କଟକ: ଇଂଲଣ୍ଡର ବର୍ମିଂହାମରେ ଜାରି ରହିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି(ରବିବାର) ଖେଳାଯିବ ମହିଳା ଟି୨୦ କ୍ରିକେଟର ଫାଇନଲ ମୁକାବିଲା । ସ୍ବର୍ଣ୍ଣ ପଦକ ପାଇଁ ମୁଁହାମୁହିଁ ହେବେ ଭାରତୀୟ ଓ ଅଷ୍ଟ୍ରେଲିଆ ମହିଳା ଦଳ । ତେବେ ଏହି ନିର୍ଣ୍ଣାୟକ ଲଢ଼େଇରେ କିଏ ମାରିବ ବାଜି ? ଟସ୍‌ ଜିତିବା ହେବ କି ଗୁରୁତ୍ୱପୂର୍ଣ୍ଣ ? ଏନେଇ ଓଡିଶା ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି ।।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.