thumbnail

ଉତ୍ତରାଖଣ୍ଡରେ ୧୪ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଯବାନ

By

Published : Aug 13, 2022, 11:19 AM IST

ଡେରାଡୁନ: ଆଜିଠୁ ଦେଶରେ ଆରମ୍ଭ ହୋଇଛି 'ହର ଘର ତ୍ରିରଙ୍ଗା' ଅଭିଯାନ । ଦେଶର ପ୍ରତିଟି ସ୍ଥାନରେ ଓ ଘରେ ଘରେ ଉଡୁଛି ତ୍ରିରଙ୍ଗା । ଉତ୍ତରାଖଣ୍ଡରେ ୧୪ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି ଆଇଟିବିପି ଯବାନ । ସେହିପରି ଲଦାଖରେ ୧୦ହଜାର ୪୦୦ ଫୁଟରେ ତ୍ରିରଙ୍ଗା ଉଡାଇ 'ହର ଘର ଅଭିଯାନ'ରେ ସାମିଲ ହୋଇଛନ୍ତି ଆଇଟିବିପି ଯବାନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.