thumbnail

Watch Video: ତ୍ରିରଙ୍ଗା ଆଲୋକରେ ଝଲସିଲା ଡ୍ୟାମ

By

Published : Jul 11, 2022, 9:16 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭାରି ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଗୁଡ଼ିକ ଜଳବନ୍ଦୀ ହୋଇଛି । ଯାହାଦ୍ବାରା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ କେନାଲ, ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି । ଏହାରି ଭିତରେ ମାଣ୍ଡ୍ୟା ଜିଲ୍ଲାର କୃଷ୍ଣ ରାଜା ସାଗର ଡ୍ୟାମରେ ତ୍ରିରଙ୍ଗ ଆଲୋକରେ ଉଚ୍ଚ ଜଳ ପ୍ରବାହ ଦେଖିବାକୁ ମିଳିଥିଲା । ଦୃଶ୍ୟଟି ବେଶ ଆକର୍ଷଣୀୟ ଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.