ହାଇଦ୍ରାବାଦରେ ବର୍ଷାର ପ୍ରକୋପ: ରାସ୍ତାଘାଟ ପାଲଟିଲା କୁତ୍ରିମ ନଦୀ, ଦେଖନ୍ତୁ ଭିଡିଓ... - HEAVY RAIN LASHES OUT IN HYDERABAD

🎬 Watch Now: Feature Video

thumbnail

By

Published : Sep 19, 2020, 8:16 PM IST

ହାଇଦ୍ରାବଦ: ସିଟି ଅଫ ନବାବରେ ପ୍ରବଳ ବର୍ଷା । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ରାସ୍ତାଘାଟ ପାଲଟିଲା ନଦୀ । ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଅପରାହ୍ନରେ ହୋଇଥିବା ମୂଷଳଧାରା ବର୍ଷାରେ ରାସ୍ତାଘାଟର ଟ୍ରାଫିକ ଜାମ ହେବା ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ଷାର ପ୍ରକୋପରେ ସହରର ସାହି ବସ୍ତିରେ ବନ୍ୟା ପାଣିର ସୁଅ ଚାଲିଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.