ଚୌଧୁରୀ ବଜାର ପୂଜା ମଣ୍ଡପରେ ଚାନ୍ଦି ଓ ସୁନାରେ ଝଲସୁଛନ୍ତି ମା', କାଲି ନେବେ ମେଲାଣି - ପୂଜା ମଣ୍ଡପରେ ଚାନ୍ଦି ଓ ସୁନାରେ ଝଲସୁଛନ୍ତି ମା

🎬 Watch Now: Feature Video

thumbnail

By

Published : Oct 5, 2022, 10:57 PM IST

କଟକ: ଦଶହରା ପାଇଁ କଟକ ସହର ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ତେବେ ଚୌଧୁରୀ ବଜାର ପୂଜା ମଣ୍ଡପ ସହରର ପ୍ରଥମ ମଣ୍ଡପ ଭାବେ ୧୯୫୬ରେ ଚାନ୍ଦି ମେଢ଼ ନିର୍ମାଣ କରିଥିଲା । ସେତେବେଳେ ପ୍ରାୟ ଅଢେଇ କ୍ବିଣ୍ଟାଲ ଚାନ୍ଦିରେ ମେଢ଼ ନିର୍ମାଣ ହୋଇଥିଲା । ଏହାପରେ ୧୯୯୧ ମସିହାରେ ପ୍ରାୟ ୩୦ କେଜିରୁ ଅଧିକ ସୁନାରେ ମା' ଓ ପାର୍ଶ୍ବ ଦେବାଦେବୀଙ୍କର ମକୁଟ ଓ ଅଳଙ୍କାର ପ୍ରସ୍ତୁତ କରାଯାଇଥିଲା । ସେହିପରି ପ୍ରଥମ ମଣ୍ଡପ ଭାବରେ ସୁନା ମେଢ଼ ପ୍ରସ୍ତୁତ କରିବାକୁ ଯାଉଛି ଚୌଧୁରୀ ବଜାର ପୂଜା ମଣ୍ଡପ । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.