ରାଜଧାନୀର ଗଛ ଗଣେଶ, ଫୋକସରେ ପରିବେଶ ସୁରକ୍ଷା

By

Published : Aug 31, 2022, 7:20 PM IST

thumbnail
ଭୁବନେଶ୍ବର: ଆଜି ହେଉଛି ଗଣେଶ ଚତୁର୍ଥୀ । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ତେବେ ରାଜଧାନୀର ପରେଷ୍ଟ ପାର୍କରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗଛ ଗଣେଶଙ୍କ ପୂଜା । ତେବେ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ଗଜାନନ ପୂଜା ଅନୁଷ୍ଠିତ ହୋଇଛି । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.