thumbnail

By

Published : Oct 16, 2022, 12:19 PM IST

ETV Bharat / Videos

କେନ୍ଦ୍ରାପଡ଼ାରେ ଧୂମଧାମରେ ଶେଷ ହେଲା ଧନଦାତ୍ରୀଙ୍କ ପୂଜା

କେନ୍ଦ୍ରାପଡ଼ା: ବିଦାୟ ନେଲେ ଧନଦାତ୍ରୀ । କେନ୍ଦ୍ରାପଡ଼ାରେ ବେଶ ଧୁମଧାମରେ ସାତଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଶେଷ ହୋଇଛି । ସହରର ବିଭିନ୍ନ ପୂଜା ମଣ୍ଡପରେ ଜାକଜମକର ସହ ପୂଜା କରାଯାଇଥିଲା । ବିଶେଷ କରି ସଦଭାବନା କ୍ଲବର ଦ୍ବାରା ତିଆରି ହୋଇଥିବା ତୋରଣ ଓ ସାଜସଜ୍ଜା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.