ଭାରତୀୟ ସଂସ୍କୃତିରେ ବିମୋହିତ ବିଦେଶୀ ଦମ୍ପତି, ପାନାମାରୁ ଆସି ଗଙ୍ଗୋତ୍ରୀରେ ବିବାହ

By

Published : May 19, 2022, 12:39 PM IST

thumbnail
ଡେରାଡୁନ: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ବିମୋହିତ ବିଦେଶୀ ଦମ୍ପତି । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଉତ୍ତରାଖଣ୍ଡର ଗାଙ୍ଗୋତ୍ରି ଧାମରେ ଉଭୟେ ବିବାହ କରିଛନ୍ତି । ବିଦେଶ ପାନାମାର ନିବାସୀ ଜୋସ୍ ଗୋଞ୍ଜାଲିନ୍ ଏବଂ ଫିଲିସାବେଥଙ୍କ ବିବାହ ମଙ୍ଗଳବାର ଦିନ ଭାରତୀୟ ରିତିନୀତିରେ ବିବାହ ସଂପନ୍ନ ହୋଇଥିଲା । ଯାହାକି ବିଦେଶର ଗଙ୍ଗୋତ୍ରୀରେ ଭକ୍ତଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିବାହପରେ ଉଭୟେ କହିଥିଲେ ଯେ, "ପିଲାଦିନରୁ ଭାରତୀୟ ସଂସ୍କୃତି ତାଙ୍କୁ ଆକର୍ଷିତ କରିଛି । ସେ ଚାହୁଁଥିଲେ ଯେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କୁ ବିବାହ କରିବେ। ଆଜି ଗଙ୍ଗୋତ୍ରୀ ଧାମକୁ ଆସି ତାଙ୍କର ସ୍ୱପ୍ନ ସାକାର ହୋଇଛି ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.