thumbnail

By

Published : Aug 17, 2022, 4:34 PM IST

ETV Bharat / Videos

କଟକରେ ନିୟନ୍ତ୍ରଣରେ ରହିଛି ବନ୍ୟାସ୍ଥିତି: ଭବାନୀ ଶଙ୍କର ଚୟିନୀ

ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଜଳ ଫୁଲୁଥିବା ଯୋଗୁଁ ଏବେ ରାଜ୍ୟର 10 ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ବିପନ୍ନଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ଲାଗି କଟକ ମହାନଗର ନିଗମ(CMC) ଉଦ୍ୟମ ଚଳାଇଛି । ଜିଲ୍ଲାରେ ମୋଟ 3ହଜାର 200ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ କଟକରେ ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.