ମଝି ସମୁଦ୍ରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ମତ୍ସ୍ୟଜୀବୀ

By

Published : Aug 5, 2022, 9:58 PM IST

thumbnail
ନୂଆଦିଲ୍ଲୀ: ଆଜଦୀ କା ଅମୃତ ମହୋତ୍ସବ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ଏହି ଅଭିଯାନ ମୂଳ ଲକ୍ଷ୍ୟ ଏହି କ୍ରମରେ ଜାତୀୟ ତଟ ସେନା ସମୁଦ୍ର ମଝିରେ ହର ଘର ତ୍ରିରଙ୍ଗା ଅଭିଯାନର ପ୍ରମୋସନ କରିଛି । ସମୁଦ୍ର ମଝିରେ ଥିବା ମତ୍ସ୍ୟଜୀବୀଙ୍କୁ ଏହି ଅଭିଯାନ୍‌ରେ ସାମିଲ କରାଇଛି ଭାରତୀୟ ତଟ ସେନା । ମତ୍ସ୍ୟଜୀବୀଙ୍କୁ ଜାତୀୟ ପତାକା ଦେଇ ଅଭିଯାନରେ ସାମିଲ କରାଇଛି ଜାତୀୟ ତଟସେନା । ସମୁଦ୍ରରେ ମତ୍ସଜୀବୀ ମଧ୍ୟ ହରଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.