Matric Result: ମାଟ୍ରିକ ଫଳାଫଳ ନେଇ ଶିକ୍ଷାବିତଙ୍କ ପ୍ରତିକ୍ରିୟା - ମାଟ୍ରିକ ରେଜଲ୍ଟ

🎬 Watch Now: Feature Video

thumbnail

By

Published : Jul 6, 2022, 10:09 PM IST

ଜଗତସିଂହପୁର: ରାଜ୍ୟରେ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲାରେ ପାସ ହାରକୁ ନେଇ ଅଭିବାବକମାନେ ଖୁସିବ୍ୟକ୍ତ କରିଥିବା ବେଳେ ଶିକ୍ଷାର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ । ଜିଲ୍ଲାରେ ଚଳିତ ବର୍ଷ ପାସହାର 96.36ପ୍ରତିଶତ ଥିବାବେଳେ A1 ଗ୍ରେଡ ରେ 214 , B2 ଗ୍ରେଡ ରେ 2046 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ମୋଟ 13219 ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ପାସ ହାର ଝିଅଙ୍କ ତୁଳନାରେ ପୁଅ ଆଗରେ ଅଛନ୍ତି।2021 ଶିକ୍ଷା ବର୍ଷରେ ଜଗତସିଂହପୁର ଜିଲ୍ଲାରେ ପାସହାର 99.9% ପ୍ରତିଶତ ଥିବାବେଳେ 2020ରେ ଜିଲ୍ଲାରେ ପାସ ହାର 79.87%ପ୍ରତିଶତ ରହିଥିଲା । ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.