thumbnail

‘ଇଟିଭି ଭାରତ’ରେ କେ ଶିବନ; ଆଗାମୀ 10 ବର୍ଷର ଯୋଜନା ନେଇ କ’ଣ କହିଲେ ?

By

Published : Jan 8, 2021, 8:45 PM IST

ଚେନ୍ନାଇ: ଭରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ଅଧ୍ୟକ୍ଷ ଡ. କେ ଶିବନଙ୍କ ସହିତ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ସେ ଆଗାମୀ 10 ବର୍ଷରେ ଇସ୍ରୋର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଇସ୍ରୋର ଚନ୍ଦ୍ରଯାନ ଅଭିଯାନ-3 ଓ ମିଶନ ଗଗନଯାନ ବିଷୟରେ ମଧ୍ୟ ଅଧିକ ଆଲୋଚନା କରିଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.