'ପ୍ରାକୃତିକ ବିପର୍ଯ୍ୟୟରୁ ଐତିହ୍ୟକୁ ବଞ୍ଚାଇ ରଖିବା ବଡ ଚ୍ୟାଲେଞ୍ଜ'
🎬 Watch Now: Feature Video
ଭୁବନେଶ୍ବର: ଓଡ଼ିଶାରେ ବିମଷ୍ଟେକ ସମ୍ମିଳନୀ । ଏହି ଅବସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ଦେଶ ନୁହେଁ ନିଜ ପଡୋଶୀ ଦେଶକୁ କିଭଳି ସାହାଯ୍ୟ କରିହେବ ସେନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସାତଟି ଦେଶ ଏହି ସମ୍ମିଳନୀରେ ଯୋଗଦେବାକୁ ଥିବା ବେଳେ ସେଥିମଧ୍ୟରୁ 2 ଟି ଦେଶ ଓହରିଯାଇଥିଲେ। ଭାରତ ସହ ବାଂଲାଦେଶ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏହି ବିମଷ୍ଟେକ ସମ୍ମିଳନୀରେ ଯୋଗ ଦେଇଥିଲେ । ତେବେ ଆଗାମୀ ରଣନୀତି କଣ ରହିବ, ବିନା ଜୀବନ ହାନୀରେ କିଭଳି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିହତ କରିହେବ ସେନେଇ ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର...