thumbnail

By

Published : Jul 10, 2022, 4:44 PM IST

ETV Bharat / Videos

Eid Al Adha: ବଳିଦାନର ପର୍ବ ପାଳି ବିଶ୍ଵ ଶାନ୍ତି ମନାସିଲେ ବଲାଙ୍ଗୀର ମୁସଲିମ ସମ୍ପ୍ରଦାୟ

ବଲାଙ୍ଗୀର: ଆଜି ପବିତ୍ର ଇଦ-ଉଜ-ଜୁହା । ଏହି ପର୍ବକୁ ବଲାଙ୍ଗୀରର ମୁସଲିମ ସମ୍ପ୍ରଦାୟ ଧୁମଧାମରେ ପାଳନ କରିଛନ୍ତି । ମସଜିଦରେ ସମୂହ ନାମଜ ପାଠ କରିଛନ୍ତି ମୁସଲିମ ଭାଇ ଉଭଣୀ । ବଳିଦାନ ସମର୍ପଣର ଏହି ପର୍ବ ଇଦ୍ ଉଲ ଜୁହା ବା ବକରି ଇଦକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । ପରସ୍ପରକୁ ଆଲିଙ୍ଗନ କରି ଇଦ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ଭାଇମାନେ ଅତି ଶ୍ରଦ୍ଧା ଓ ଭକ୍ତିରେ ଗରିବମାନଙ୍କୁ ଦାନ କରି ପର୍ବ ପାଳନ କରିଛନ୍ତି। ଘରେ ଘରେ ଉତ୍ସାହ ଦେଖିବାକୁ ମିଳିଛି। ଆଜିର ଦିନରେ ଏମାନେ ମିଳିତ ଭାବରେ ବିଶ୍ଵର ଶାନ୍ତି ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.