୪୫ ବର୍ଷ ଧରି ଗୋପାଳପୁରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା - ଗୋପାଳପୁର ଦୁର୍ଗାପୂଜା
🎬 Watch Now: Feature Video
ବ୍ରହ୍ମପୁର: ଦୀର୍ଘ ୪୫ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ଚାଲିଛି ମାଆଙ୍କ ଦୁର୍ଗା ପୂଜା । ମାଆଙ୍କ ବିଜୟା ଦଶମୀ ଅବସରରେ ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ଆଉ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ମାଆଙ୍କ ପୂଜା ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଥିଲା । ମାଆଙ୍କ ପୂଜା ଦେଖିବାକୁ ଅଞ୍ଚଳ ବାସିନ୍ଦାଙ୍କ ବହୁ ଭିଡ଼ ଜମିଥିଲା । ଏହି ଅବସରରେ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।