thumbnail

ଆଜି ରାଷ୍ଟ୍ରପତି ନିର୍ବାଚନ, ଦ୍ରୌପଦୀ ମୁର୍ମୁ ଶିକ୍ଷୟିତ୍ରୀ ଥିବା ସ୍କୁଲ୍‌ରେ ନିଆରା ଉତ୍ସାହ

By

Published : Jul 18, 2022, 2:40 PM IST

ରାଇରଙ୍ଗପୁର: ଆଜି ରାଷ୍ଟ୍ରପତି ନିର୍ବାଚନ । ଜାରି ରହିଛି ଭୋଟିଂ ପକ୍ରିୟା । NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ, ବିରୋଧୀ ଦଳ ପକ୍ଷରୁ ଯଶବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଏ ନେଇ ଦ୍ରୌପଦୀ ମୁର୍ମୁଙ୍କ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । ରାଇରଙ୍ଗପୁର ସହରର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପୂର୍ବରୁ ଅବୈତନିକ ଶିକ୍ଷୟିତ୍ରୀ ଭାବେ ତିନି ବର୍ଷ କାର୍ଯ୍ୟ କରିଥିଲେ ଦ୍ରୌପଦୀ ମୁର୍ମୁ । ଆଜି ନିର୍ବାଚନ ଥିବାରୁ ସେଠାରେ ପହଞ୍ଚି ସହପାଠୀଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.