Watch: ଭାସି ଯାଇଥାନ୍ତେ, ଉଦ୍ଧାର କଲା ପୋଲିସ - Cyberabad News
🎬 Watch Now: Feature Video
ହାଇଦ୍ରାବାଦ: ବିପଦପୂର୍ଣ୍ଣ ରେସ୍କ୍ୟୁ ଅପରେସନ୍ । ଅଳ୍ପକେ ଉଦ୍ଧାର ହେଲେ ଯୁବକ । ତେଲେଙ୍ଗାନାର ଜଳମଗ୍ନ ହିମାୟତ ସାଗର ବ୍ରିଜ ଉପରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ସାଇଦ୍ରାବାଦ ପୋଲିସ । ବାଇକ ଚଲାଇ ଜଳାର୍ଣ୍ଣବ ଏହି ବ୍ରିଜ ପାର ହେବା ସମୟରେ ଫସି ଯାଇଥିଲେ ଯୁବକ । ପରେ ପୋଲିସ ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହେବା ସହିତ ସୁରକ୍ଷିତ ଭାବେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଦେଖନ୍ତୁ ଭିଡିଓ
TAGGED:
Cyberabad News