ଜୀବନକୁ ବାଜି ଲଗାଇ ଉଛୁଳା ନାଳ ପାରି ହୋଇ ସ୍କୁଲ ଯାଉଛନ୍ତି ପିଲା
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ସ୍ଥିତି ଖୁବ୍ ଖରାପ ରହିଛି । ବର୍ଷା ଯୋଗୁଁ ସପ୍ତାହେ ହେଲା କେତେକ ରାସ୍ତା ବନ୍ଦ ପଡିଛି । ଯେଉଁ କାରଣରୁ ଲୋକଙ୍କୁ ଆଖପାଖ ଅଞ୍ଚଳକୁ ସମସ୍ୟା ହେଉଛି । ବିଶେଷକରି ସ୍କୁଲ ପିଲା ବଡ ଅସୁବିଧାରେ ପଡୁଛନ୍ତି । ସ୍କୁଲକୁ ଲମ୍ବି ଥିବା ରାସ୍ତା ବନ୍ଦ ଥିବାରୁ ସେମାନଙ୍କୁ ଉଛୁଳା ନାଳ ପାର୍ ହେବାକୁ ପଡୁଛି । କୁନି କୁନି ପିଲା ଅତ୍ୟନ୍ତ ବିପଦସଙ୍କୁଳ ଭାବେ ଏକ କାଠ ସାହାଯ୍ୟରେ ନାଳ ପାର୍ କରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି(cross rainy drain with wooden block) । ଭିଡିଓଟି ଉତ୍ତରକାଶୀ ଜିଲ୍ଲା ମୋରୀ ବିକାସଖଣ୍ଡ ଅଞ୍ଚଳର ହୋଇଥିବା ଜଣାପଡିଛି । ଦେଖନ୍ତୁ ଭିଡିଓ