Yasin Malik verdict: ଜମ୍ମୁରେ ଉତ୍ସବ ପାଳିଲେ ଶିବସେନା କର୍ମୀ - ୟାସିନ ମଲ୍ଲିକକୁ ଦଣ୍ଡାଦେଶ ପରେ ଉତ୍ସବ ପାଳିନ

🎬 Watch Now: Feature Video

thumbnail

By

Published : May 25, 2022, 8:51 PM IST

ଶ୍ରୀନଗର: ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ମିଳିବା ପରେ ଜମ୍ମୁରେ ଉତ୍ସବ ପାଳନ କରିଛନ୍ତି ଶିବସେନା କର୍ମୀ । କୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ୟାସିନ ମଲ୍ଲିକର ଫଟୋ ଦାହ କରିଛନ୍ତି ଶିବସୈନିକ । କୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ଏହି ରାୟ ଘାଟିରେ ଉଗ୍ରବାଦକୁ ଆପଣାଇବାକୁ ଚାହୁଁଥିବା ପ୍ରତ୍ୟେକ ଯୁବକଙ୍କ ପାଇଁ ସ୍ପଷ୍ଟ ବାର୍ତ୍ତା ବୋଲି କହିଛନ୍ତି ଶିବସେନା କାର୍ଯ୍ୟକର୍ତ୍ତା । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.