thumbnail

By

Published : Jun 18, 2022, 7:06 PM IST

ETV Bharat / Videos

ଲୁଧିଆନା ଷ୍ଟେସନରେ ଆନ୍ଦୋଳନକାରୀଙ୍କ ଆତଙ୍କ, CCTVରେ କଏଦ ଔଦ୍ଧତ୍ୟର ଦୃଶ୍ୟ

ଚଣ୍ଡିଗଡ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ହିଂସା ଏବେ ପଞ୍ଜାବରେ ମଧ୍ୟ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ଆଜି ଲୁଧିଆନା ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଆନ୍ଦୋଳନକାରୀମାନେ ହାତରେ ଲୁହା ରଡ ଓ ବାଡି ଧରି ଷ୍ଟେସନରେ ପ୍ରବେଶ କରିବା ପରେ ଭୟରେ ଯାତ୍ରୀମାନେ ଦୌଡିଥିଲେ । ଷ୍ଟେସନ ପରିସର ଓ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଷ୍ଟେସନରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି ଆନ୍ଦୋଳନକାରୀଙ୍କ ଆତଙ୍କର ସମ୍ପୂର୍ଣ୍ଣ ଦୃଶ୍ଯ । ଫୁଟେଜ ଆଧାରେ ତଦନ୍ତ ଜାରି ରଖିଛି ପୋଲିସ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.