thumbnail

ଯାଜପୁରରେ ସ୍ୱାଭାବିକ ହୋଇନାହିଁ ବସ ସେବା

By

Published : Jun 25, 2020, 7:36 PM IST

ଯାଜପୁର: ଯାଜପୁରରେ ସ୍ୱାଭାବିକ ହୋଇନି ବସ ସେବା। ବସ ଠିକ ସେ ନ ଚାଲିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାରା ରାଜ୍ୟ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ରାଜ୍ୟ ବାହାରୁ କି ରାଜ୍ୟ ଭିତରେ ବସ ଚଳାଚଳ ବନ୍ଦ କରିଥିଲେ। ତେବେ ଜନସାଧାରଣ ଅସୁବିଧାକୁ ନଜର କରି ରାଜ୍ୟ ସରକାର ଜୁନ ୧ ତାରିଖ ଠାରୁ ରାଜ୍ୟ ଭିତରେ ବସ ଚଲେଇବା ପାଇଁ ନିଷ୍ପତ୍ତି ନେଲେ। ମାତ୍ର ଏହା ଭିତରେ ୧ମାସ ବିତିବାକୁ ବସିଲେ ମଧ୍ୟରେ ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ବସ ଚାଲି ପାରିନିହିଁ। ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.