ବଜେଟକୁ ନେଇ ରେଭେନ୍ସା ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟଙ୍କ ପ୍ରତିକ୍ରିୟା...
🎬 Watch Now: Feature Video
କଟକ: ଆଗତ ହୋଇଛି 2020-21 ଆର୍ଥିକ ବର୍ଷ ପାଇଁ ବଜେଟ। ଏହି ବଜେଟକୁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଛନ୍ତି। ଚଳିତ ଥରର ବଜେଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବଜେଟକୁ ନେଇ ରେଭେନ୍ଶା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି...