thumbnail

By

Published : May 4, 2022, 10:41 PM IST

ETV Bharat / Videos

WATCH VIDEO: ଗରମ ତେଲରେ ନୁହେଁ, ତତଲା ବାଲିରେ ସେକି ହୋଇଯାଉଛି ପାମ୍ପଡ

ଜୟପୁର: ତାତିରେ ଟକମକ ହେଉଛି ସାରା ଦେଶ । ଏହି ପରିପ୍ରେକ୍ଷୀର ରାଜସ୍ଥାନରୁ ଆସିଲା ଆଶ୍ଚର୍ଯ୍ୟ କରାଇଦେବା ଭଳି ଖବର । ରାଜସ୍ଥାନ ବିକାନର ସୀମାବର୍ତ୍ତୀ ଅଞ୍ଚଳରେ ତତଲା ବାଲିରେ ସେକି ହୋଇଯାଉଛି ବାଲି । ଦୁଇଜଣ ଯବାନ ବାଲିରେ ପାମ୍ପଡ ଥୋଇ କିଛି ସମୟ ପରେ ଦେଖିବା ବେଳକୁ ପାମ୍ପଡ ସେକି ହୋଇଯାଇଛି । ଦେଖନ୍ତୁ ଏହି ଭିଡିଓ । ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.