thumbnail

By

Published : Oct 2, 2022, 5:03 PM IST

ETV Bharat / Videos

କଟକରେ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗାନ୍ଧୀ ଜୟନ୍ତୀରେ କଟକରେ ବିଜେଡି ପକ୍ଷରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା । ରାଜ୍ୟ ଶାସନ କଳର ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛି ବିଜୁ ଜନତା ଦଳ । ଗୋଟିଏ ମାସ ଧରି ଚାଲିବ ଏହି ସମ୍ପର୍କ ଯାତ୍ରା । ଲୋକଙ୍କ ଦୁଃଖ ବୁଝିବା ସହ ସରକାରୀ ଯୋଜନାର ଲାଭ ଉଠାଇବା ଦିଗରେ ଲୋକମାନଙ୍କୁ ସଚେତନ କରେଇବା ଏହି ଯାତ୍ରାର ମୂଳ ଲକ୍ଷ୍ୟ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.