ଆଜାଦି କା ଅମୃତ ମହୋତ୍ସବ, IDBI ବ୍ୟାଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

By

Published : Aug 12, 2022, 9:26 PM IST

thumbnail
ଭୁବନେଶ୍ବର: ସ୍ବାଧିନତାର ୭୫ ବର୍ଷ ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି ଦେଶ । ଏହିକ୍ରମରେ ଭୁବନେଶ୍ବର ଆଇଡିବିଆଇ ବ୍ୟାଙ୍କ (Industrial Development Bank of India) ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ହାତରେ ଜାତୀୟ ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରା ପରେ କର୍ମଚାରୀମାନଙ୍କ ଦ୍ବାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.