କାନ୍ଧରେ 150 କେଜିର ବସ୍ତା ବୋହି ଚର୍ଚ୍ଚାରେ ବାହୁବଳୀ ଯୁବକ

By

Published : Sep 10, 2022, 4:22 PM IST

thumbnail
ହାଇଦ୍ରାବାଦ: ଚର୍ଚ୍ଚାରେ ବାହୁବଳୀ ଯୁବକ । ତେଲେଙ୍ଗାନା ୱାରଲାଙ୍ଗ ଜିଲ୍ଲାର ଥିମ୍ମାରାଇନି ପାହାଜ ଗ୍ରାମର ଯୁବକ ଅନିଲଙ୍କ ଫିଟନେସ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନିଲ ଅତି ସହଜରେ ଏକାସାଙ୍ଗରେ 50 କିଲୋର ତିନୋଟି ସାର ବସ୍ତା ଉଠାଇ ପାରୁଛନ୍ତି । ନିକଟରେ ଏକ ଚାଷ ଜମିରେ ଯୁବକ ଜଣକ ଅତି ସହଜରେ ଓଜନ ବସ୍ତା ବହନ କରି ନେଉଛନ୍ତି। ସେ ଜଣେ ବକ୍ସର ହେବାକୁ ଚାହୁଁଥିବା କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.