ମହାଷ୍ଟମୀରେ କାହିଁକି ପଡେ କଖାରୁ ବଳି, ଶୁଣନ୍ତୁ ପୂଜକଙ୍କ ମୁହଁରୁ - ମହାଅଷ୍ଟମୀରେ କାହିଁକି ପଡେ କଖାରୁ ବଳି

🎬 Watch Now: Feature Video

thumbnail

By

Published : Oct 3, 2022, 5:12 PM IST

କଟକ: ଆଜି (ସୋମବାର) ମା ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା । ମଣ୍ଡପ ଗୁଡିକରେ ମାଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ଆଜିର ଦିନରେ ମାଙ୍କ ନିକଟରେ ପାଣି କଖାରୁ ବଳି ଦିଆଯିବା ସହ ପରଦା ଆଡ଼ୁଆଳରେ ପୂଜାର୍ଚ୍ଚନା କରାଯାଏ । ସେହିପରି ସନ୍ଧି ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ କାହିଁକି ମହାଅଷ୍ଟମୀରେ ମାଙ୍କ ନିକଟରେ କଖାରୁ ବଳି ପଡେ ସେନେଇ ଶୁଣନ୍ତୁ କଣ କହୁଛନ୍ତି ପୂଜକ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.