ବାତ୍ୟା ଅମ୍ଫାନ ପହଞ୍ଚିବା ପୂର୍ବରୁ ଦେଖନ୍ତୁ କେନ୍ଦ୍ରାପଡାରେ ପ୍ରଭାବ
🎬 Watch Now: Feature Video
କେନ୍ଦ୍ରାପଡା: ବାତ୍ୟା ଅମ୍ଫାନ ସ୍ଥଳଭାଗରେ ପହଞ୍ଚିବା ପୁର୍ବରୁ ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଭୂତ ହେଉଛି । ଗତ ବିଳମ୍ବିତ ରାତିରୁ ପବନର ବେଗ ବଢି ଚାଲିଥିବା ବେଳେ ବର୍ଷା ମଧ୍ୟ ବଢିଚାଲିଛି। ତେବେ ରାତି ତମାମ ପବନ ଓ ବର୍ଷା ଲାଗିରହିଥିବାରୁ ଆତଙ୍କିତ ହୋଇପଡିଛନ୍ତି ଜିଲ୍ଲାବାସୀ। ତେବେ ବାତ୍ୟା ଅମ୍ଫାନ ପହଞ୍ଚିବା ପୂର୍ବରୁ ଦେଖନ୍ତୁ କେନ୍ଦ୍ରାପଡାରେ କିପରି ରହିଛି ଏହାର ପ୍ରଭାବ...
Last Updated : May 20, 2020, 11:07 AM IST