thumbnail

By

Published : Aug 9, 2022, 9:52 PM IST

ETV Bharat / Videos

Azadi ka Amrit Mahotsav: ମନ୍ଦିରରେ ଜଳୁଛି ଅମର ଜ୍ୟୋତି, ଉପରେ ଉଡ଼ୁଛି ତ୍ରିରଙ୍ଗା

ରାୟପୁର: ଦେଶର ସୁରକ୍ଷା ପାଇଁ ପ୍ରାଣ ବଳି ଦେଇ ଆସିଛନ୍ତି ବୀର ଅମର ଯବାନ । ସେମାନଙ୍କୁ ମନେ ପକାଇବା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସଦା ସର୍ବଦା ଅମର ଜ୍ୟୋତି ପ୍ରଜ୍ଜ୍ୱଳିତ । ଅନୁରୂପ ଭାବରେ ଛତିଶଗଡ଼ରେ ମଧ୍ୟ ଏଭଳି ଏକ ଅମର ଜ୍ୟୋତି ପ୍ରଜ୍ଜଳିତ ରହିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅମର ଜ୍ୟୋତି ଏକ ମନ୍ଦିରରେ ରହିଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ସହ ଅମର ଜ୍ୟୋତି ନିକଟରେ ନତ ମସ୍ତକ ହୋଇ ଯାଆନ୍ତି । ରାୟପୁର ସ୍ଥିତ ରାବାଭାଠା ମା’ ବଞ୍ଜାରୀ ମନ୍ଦିର ପରିସରରେ ଏହି ଅମର ଜ୍ୟୋତି ରହିଛି । ଖାଲି ସେତିକି ନୁହେଁ ମନ୍ଦିର ଉପରେ ବାନା ବଦଳରେ ଜାତୀୟ ପତାକା ଉଡ଼ୁଥିବା ଦେଖାଯାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.