କାର ଧକ୍କାରେ ଡିଭାଇଡରକୁ ଛିଟିକି ପଡିଲେ ମହିଳା, ଦେଖନ୍ତୁ ଭିଡିଓ - କର୍ଣ୍ଣାଟକ ଖବର
🎬 Watch Now: Feature Video
ବେଙ୍ଗାଲୁରୁ: ରାସ୍ତା ପାର ହେଉଥିବା ମହିଳାଙ୍କୁ ଧକ୍କା ଦେଲା କାର । ଡିଭାଇଡରକୁ ଛିଟିକି ପଡିଲେ ମହିଳା । ଗୁୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି । ବେଙ୍ଗାଲୁରୁ ସହରରେ ଘଟିଛି ଦୁର୍ଘଟଣା । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଭିଡିଓ । ଦେଖନ୍ତୁ ଭିଡିଓ