ରାସ୍ତା ମଝିରେ ଜଳିଗଲା ଆଳୁ ବୋଝେଇ ଟ୍ରକ

By

Published : Sep 14, 2022, 10:46 PM IST

thumbnail
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା 60 ନଂ ଜାତୀୟ ରାଜପଥ ଗୋଡ଼ିଖାଳ ବାଇପାସ ନିକଟରେ ଏକ ଆଳୁ ବୋଝେଇ ଟ୍ରକ ହଠାତ ଜଳିଯାଇଛି । ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକ ଗୋଡ଼ିଖାଳ ନିକଟରେ ହୁତୁହୁତୁ ହୋଇ ଜଳିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.