ଦ୍ରୁତ ଗତିରେ ଆସିଲା ସ୍କୁଟିକୁ ପିଟି ଦେଲା, ଦେଖନ୍ତୁ ଛାତିଥରା ଦୃଶ୍ୟ - ପାଟନା ସଡକ ଦୁର୍ଘଟଣା
🎬 Watch Now: Feature Video
ପାଟନା: ଦ୍ରୁତ ଗତିରେ ଆସିଲା ଠୋ କରି ପିଟିଦେଲା । ବିହାର ପାଟନାର ଗଙ୍ଗା ପାଥୱେରେ ଘଟିଛି ଏକ ଦୁର୍ଘଟଣା । ଯେଉଁଥିରେ ଏକ ବାଇକ ସ୍କୁଟିକୁ ସାମ୍ନାରୁ ଧକ୍କା ଦେଇଛି । ବାଇକଟି ଏତେ ଜୋରରେ ସ୍କୁଟିକୁ ଧକ୍କା ଦେଲା ଯେ ବହୁତ ଜୋରରେ ଶଦ୍ଦ ହୋଇଥିଲା । ସବୁଠୁ ବଡ କଥା ହେଉଛି ବାଇକ ଚାଳକ ଜଣଙ୍କ ନାବାଳକ । ଉଭୟ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ଦେଖନ୍ତୁ କିପରି ଘଟିଥିଲା ଦୁର୍ଘଟଣା ।