World Record: ଠାକୁରଙ୍କ ପାଖରେ ଲାଗି ହେଲା 1.25 ଲକ୍ଷ ଆମ୍ବ - ବ୍ରଜଧାମ ଆଧ୍ୟାତ୍ମିକ ଶଙ୍କୁଳରେ ଭୋଗ ଲାଗି ହେଲା ୧ ଲକ୍ଷ ୨୫ ହଜାର ଆମ୍ବ

🎬 Watch Now: Feature Video

thumbnail

By

Published : Jun 10, 2022, 9:04 PM IST

ଗାନ୍ଧୀନଗର: ବ୍ରଜଧାମ ଆଧ୍ୟାତ୍ମିକ ଶଙ୍କୁଳରେ ଭୋଗ ଲାଗିଲା ୧.୨୫ ଲକ୍ଷ ଆମ୍ବ । ଏହାକୁ ନେଇ ବ୍ରଜଧାମ ଆଧ୍ୟାତ୍ମିକ ଶଙ୍କୁଳ ଗୋଲ୍ଡ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି । ବ୍ରଜଧାମ ଆଧ୍ୟାତ୍ମିକ ଶଙ୍କୁଳରେ ୨୩ତମ ବାର୍ଷିକ ପତୋତ୍ସବ ଅବସରରେ ପ୍ରଭୁଙ୍କ ନିକଟରେ ଏଭଳି ଭୋଗଲାଗି କରାଯାଇଛି । ଏହିସବୁ ପ୍ରସାଦ ଅନାଥ ଆଶ୍ରମ, ଜରାଶ୍ରମ ସହ ଅସହାୟଙ୍କୁ ବଣ୍ଟନ କରାଯିବ ବୋଲି ବ୍ରଜଧାମ ଆଧ୍ୟାତ୍ମିକ ଶଙ୍କୁଳର ସଭାପତି କହିଛନ୍ତି । ଏହି ଅବସରରେ ବ୍ରଜଧାମ ଆଧ୍ୟାତ୍ମିକ ଶଙ୍କୁଳରେ ଭଜନ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.