thumbnail

By

Published : Mar 19, 2022, 11:07 PM IST

Updated : Feb 3, 2023, 8:20 PM IST

ETV Bharat / Videos

The Kashmir Files ଦେଖିଲେ ସାଧୁସନ୍ଥ, ରଖିଲେ ପ୍ରତିକ୍ରିୟା

ବରେଲୀ: The Kashmir File ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଦିନ ଠାରୁ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଫିଲ୍ମକୁ ନେଇ ଏବେ ପୁରା ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା । ଫିଲ୍ମ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଆଜି ବରେଲୀ ସ୍ଥିତ ମଲ୍ଟିପ୍ଲେକ୍ସ ମଲରେ ଥିବା ଫିଲ୍ମ ହଲରେ ଏହି ଚଳଚ୍ଚିତ୍ରକୁ ଦେଖିଛନ୍ତି ମହାମଣ୍ଡଳେଶ୍ବର ଶ୍ରୀ ଶ୍ରୀ 1008 ସ୍ବାମୀ ମହେଶାନନ୍ଦ ଗିରି ମହାରାଜ । ମହାରାଜଙ୍କ ସମେତ ତାଙ୍କର 100 ଜଣ ଶିଷ୍ୟ ଅନୁଗାମୀ ମଧ୍ୟ ଫିଲ୍ମ ଦେଖିଛନ୍ତି । ଫିଲ୍ମ ଦେଖି ବାହାରୁକୁ ଆସିବା ପରେ ହଲ ପରିସର ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା
Last Updated : Feb 3, 2023, 8:20 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.