ବିଷାକ୍ତ ହେଉଛି ଉଦ୍ୟୋଗ ପେଣ୍ଠସ୍ଥଳୀ ପାରାଦୀପ - ପ୍ରଦୂଷଣର ଆଁରେ ପାରାଦୀପ
🎬 Watch Now: Feature Video
ଜଗତସିଂହପୁର: ବିଷ ବଳୟରେ ଇଣ୍ଡଷ୍ଟ୍ରିଆଲ ହବ୍ ପାରାଦୀପ । କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ବ୍ୟାପକ କୋଇଲା ପରିବହନ ସାଜୁଛି ପ୍ରଦୂଷଣର ମୁଖ୍ୟ କାରଣ । ଅପରିଷ୍କାର ନାଳ ସାଙ୍ଗକୁ ପଚା ମାଛର ଦୁର୍ଗନ୍ଧରେ ଫାଟି ପଡୁଛି ସହର । ଦେଶର ସବୁଠାରୁ ଦଶଟି ଅଧିକ ପ୍ରଦୂଷିତ ଉପକୂଳ ମଧ୍ୟରୁ ପାରାଦୀପ ଷଷ୍ଠ ସ୍ଥାନରେ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାରାଦୀପ ଉପକୂଳରେ ବାୟୁ ପ୍ରଦୂଷଣ ସାଙ୍ଗକୁ ଉଦବେଗଜନକ ଭାବରେ ସମୁଦ୍ର ଜଳ ପ୍ରଦୂଷିତ ହେଉଛି ।
Last Updated : Dec 2, 2019, 1:40 PM IST