ଆଦର୍ଶ ସରପଞ୍ଚ ଅନ୍ନପୂର୍ଣ୍ଣା - sarapanch
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/images/320-214-2600133-594-950943d2-e908-46e2-b9bc-6cfc2797963c.jpg)
କେନ୍ଦୁଝର ମୁକୁନ୍ଦପୁରପାଟଣାର ମହିଳା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ।ତେବେ ପଙ୍କରୁ ପଦ୍ମ ଫୁଟିବା ଭଳି ଏହି ଆଦିବାସୀ ବହୁଳ ଅଞ୍ଚଳରେ ଆଦିବାସୀ ମହିଳା ଅନ୍ନପୂର୍ଣ୍ଣା ଦେହୁରୀ ନିଜକୁ ଏକ ଆଦର୍ଶ ସରପଞ୍ଚ ରୂପେ ଅବସ୍ଥାପିତ କରିପାରିଛନ୍ତି ।