ବଜ୍ରାଘାତରେ ଜଳିଗଲା ଶାଳ ଗଛ - ବଜ୍ରାଘାତ

🎬 Watch Now: Feature Video

thumbnail

By

Published : Apr 21, 2020, 5:09 PM IST

ବଜ୍ରଘାତରେ ଜଳିଗଲା ଶାଳ ଗଛ । କୁଆର ମୁଣ୍ଡାର କର୍ମାବହଲ ଗାଁରେ ବଜ୍ରପାତ ଯୋଗୁଁ ଗଛଟି ଜଳିଯାଇଥିବା କହିଛନ୍ତି ଗ୍ରାମବାସୀ । ଗଛଟି ଗ୍ରାମର ବିଜୟ ସାହୁଙ୍କ ବୋଲି ଜଣାପଡିଛି । ଜଳିବା ଦୃଶ୍ୟ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମି ଥିଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.