ବୈତରଣୀ ନଦୀରେ ଭାସିଗଲେ ଯୁବକ, ଉଦ୍ଧାର କଲେ ଗ୍ରାମବାସୀ - ଯାଜପୁର
🎬 Watch Now: Feature Video
ଯାଜପୁର: ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ଦଶରଥପୁରବ୍ଳକ ଦତ୍ତପୁରରେ ହେଲା ୬୦ ଫୁଟର ଘାଇ। ଏଥିସହିତ ଅରଦାଳୁଆ ଗାଁ ବନ୍ୟା ପାଣିରେ ଭାସି ଯାଉଥିବା ଯୁବକଙ୍କୁ ବାଉଁଶ ସାହାଯ୍ୟରେ ବଞ୍ଚାଇଲେ ଅରଦାଳୁଆ ଗ୍ରାମବାସୀ। ଏହାସହ ବ୍ୟାପକ ଘର ଭାସି ଯାଇଥିବା ସୂଚନା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ