thumbnail

ଜଳବିଭାଜିକା ଯୋଗାଇଲା ରୋଜଗାର, ମହିଳାଙ୍କ ପାଇଁ ଉପକୃତ 20 ପରିବାର

By

Published : Dec 8, 2020, 10:36 PM IST

ଢେଙ୍କାନାଳ: କାଜୁ ଚାଷ ମହିଳାଙ୍କୁ ଆଣିଦେଲା ରୋଜଗାର । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ସଙ୍ଖୁଆ ଶବର ସାହିର ମହିଳାମାନେ ୧୦ହେକ୍ଟର ଜାଗାରେ କାଜୁ ବଗିଚା କରି ହୋଇପାରିଛନ୍ତି ସ୍ବାବଲମ୍ବୀ । ଆଉ ଏହି ମହିଳାଙ୍କୁ ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ କରିପାରିଛି ସରକାରଙ୍କର ଜଳ ବିଭାଜିକା ପ୍ରକଳ୍ପ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.