ସୋନୁ ସୁଦଙ୍କ ପ୍ରଶଂସାରେ ବାଚସ୍ପତି

By

Published : Feb 27, 2021, 5:35 PM IST

thumbnail
ଭୁବନେଶ୍ବର: ବିଧାନସଭାରେ ଉଠିଲା ବଲିଉଡ ଅଭିନେତା ସୋନୁ ସୁଦଙ୍କ କଥା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କିପରି କୋଭିଡ୍‌ ସମୟରେ ଅଭିନେତା ସୋନୁ ସୁଦ୍ ଓଡିଶାର ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ସେ କଥା କହିଛନ୍ତି । କୋଭିଡ ସମୟରେ ତାମିଲନାଡୁର ଏର୍ଣ୍ଣାକୁଲମର ଏକ ଅନୁଷ୍ଠାନରେ 30 ହଜାର ଝିଅ ସିଲେଇ କରୁଥିଲେ । ସେମାନେ ଆସିନପାରି ସେଠାରେ ଫସି ରହିଥିବାବେଳେ ତାଙ୍କୁ କିପରି ସୋନୁ ସୁଦ ବସରେ ଓଡିଶା ଆଣିଥିଲେ ସେ ପ୍ରସଙ୍ଗ ଗୃହରେ ବାଚସ୍ପତି କହିଛନ୍ତି । ଦକ୍ଷତା ବିକାଶ ଉପରେ ଗୃହରେ ଆଲୋଚନା ଚାଲିଥିବା ସମୟରେ ବାଚସ୍ପତି ଏପରି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.