ସଫ୍ଟୱେୟାର ଇଞ୍ଜିନିୟରରୁ ମାଛ ଚାଷୀ ସମ୍ବଲପୁରର ସୌରଭ - successful fish farmer

🎬 Watch Now: Feature Video

thumbnail

By

Published : Nov 15, 2019, 1:04 PM IST

ସମ୍ବଲପୁର: ସଫ୍ଟୱୋୟାର ଇଞ୍ଜିନିୟରରୁ ମାଛ ଚାଷୀ । ବାଙ୍ଗାଲୋରର ସଫ୍ଟୱେୟାର କମ୍ପାନୀ ଚାକିରି ଛାଡି ସମ୍ବଲପୁରରେ ମାଛ ଚାଷ କରିଛନ୍ତି ସୌରଭ ସାମନ୍ତରାୟ । ଆଜିର ଯୁବପୀଢି ଚାକିରି ପଛରେ ଦୌଡୁଥିବାବେଳେ ସେ ଅତ୍ୟାଧୁନିକ ବାୟୋଫ୍ଲକ୍ ଟେକ୍ନୋଲୋଜିରେ ମାଛ ଚାଷ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.