ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି - ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା
🎬 Watch Now: Feature Video
ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶିବରାତ୍ରୀରେ 34 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । କୋଭିଡ କଟକଣା ମଧ୍ୟରେ ଦର୍ଶନ ବ୍ୟବସ୍ଥା ହୋଇଛି । ମହାଦୀପ ରାତି ୧୦ ଟାରେ ଉଠିବ । ତେବେ କ'ଣ କ'ଣ ବ୍ୟବସ୍ଥା ରହିଛି । ଆସନ୍ତୁ ଶୁଣିବା ଭୁବନେଶ୍ୱର ଡିସିପିଙ୍କ ପ୍ରତିକ୍ରିୟା...