ମହାକାଳପଡା ବ୍ଲକରେ ପଶିଲା ସମୁଦ୍ର, ଅଞ୍ଚଳବାସୀ ଆତଙ୍କିତ - ଖରିନାସୀ ପଞ୍ଚାୟତ

🎬 Watch Now: Feature Video

thumbnail

By

Published : May 20, 2020, 12:03 PM IST

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତର 12 ନମ୍ବର ଗାଁରେ ୩୦ ପରିବାରଙ୍କ ଘରେ ପଶିଲା ସମୁଦ୍ର ଜୁଆର ପାଣି । 'ଅମ୍ଫାନ' ଆସିବା ପୂର୍ବରୁ ଏଭଳି ଜୁଆର ମାଡି ଗାଁରେ ପାଣି ପଶିବା ନେଇ ଆତଙ୍କିତ ଅଞ୍ଚଳବାସୀ । କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.