ବିଜୁବାବୁଙ୍କୁ ‘ଭାରତ ରତ୍ନ’, ରାଜ୍ୟସଭାରେ ସାଂସଦଙ୍କ ଦାବି
🎬 Watch Now: Feature Video
ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦାବି । ଦାବି କଲେ ସାଂସଦ ମୁନ୍ନା ଖାଁ। ବିଜୁବାବୁ ଜଣେ ପ୍ରଖର ରାଷ୍ଚ୍ରବାଦ ଥିଲେ । ତାଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତ ରତ୍ନ ବର୍ତ୍ତମାନ ପର୍ଯ୍ୟନ୍ତ ନମିଳିବା କ୍ଷୋଭର ବିଷୟ । ବିଜୁ ବାବୁ ଏମିତି ଜଣେ ବ୍ୟକ୍ତିତ୍ବ ଥିଲେ ଯାହାଙ୍କ ଅନ୍ତିମ ଯାତ୍ରା ବେଳେ 3 ଟି ଦେଶର ଜାତୀୟ ପତାକା ଅର୍ଦ୍ଧନିମିତ ଥିଲା । ଏହାସହ ବିଜୁବାବୁ 60 ଦଶକ ରୁ ଆତ୍ମ ନିର୍ଭର ଭାରତ ସ୍ବପ୍ନ ଦେଖିଥିବା କହିଛନ୍ତି ସାଂସଦ ମୁନ୍ନା ଖାଁ ।