thumbnail

By

Published : Jul 6, 2020, 12:10 PM IST

ETV Bharat / Videos

ଶ୍ରାବଣ ସୋମବାରରେ ଲୋକନାଥ ପୀଠ ଲୋକଶୂନ୍ୟ

ପୁରୀ: ଆଜି ହେଉଛି ଶ୍ରାବଣ ପ୍ରଥମ ସୋମବାର । ବିଶ୍ବାସ ରହିଛି ଶ୍ରାବଣ ମାସର ସମସ୍ତ ସୋମବାର ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କଲେ ସକଳ ମନସ୍କାମନା ପୂର୍ଣ୍ଣ ହୁଏ । ଏଥିପାଇଁ ହଜାର ହଜାର କାଉଡିଆ ଭକ୍ତମାନେ ଆସି ପୁରୀର ପ୍ରସିଦ୍ଧ ବାବା ଲୋକନାଥଙ୍କ ନିକଟରେ ଜଳ ଲାଗି କରନ୍ତି । କିନ୍ତୁ ଏଥର କୋଭିଡ ସଂକ୍ରମଣ ଅଶଙ୍କା ହେତୁ ରାଜ୍ୟ ସରକାର ବୋଲବମ ଭକ୍ତଙ୍କ ଉପରେ କଟକଣା ଜାରି କରିଛନ୍ତି । ଫଳରେ ପୁରୀର ବାବା ଲୋକ ନାଥଙ୍କ ପୀଠ ପୁରା ଖାଁ ଖାଁ ଏବଂ ଭକ୍ତ ଶୂନ୍ୟ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.