ନିର୍ଭୟା ଶୁଣାଣି: ବିଳମ୍ବ ହେଲେ ବି ସ୍ବାଗତଯୋଗ୍ୟ - public reaction on death warrent of nirbhaya convict
🎬 Watch Now: Feature Video
କଟକ: ନିର୍ଭୟା ମାମଲାରେ 4 ଦୋଷୀଙ୍କ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି । ତିହାର ଜେଲରେ 22 ଜାନୁଆରୀ ସକାଳ 7ଟାରେ ଦୋଷୀଙ୍କୁ ଫାଶୀ ମିଳିବ । ଭିଡିଓ କନଫରେନ୍ସିଂ ଜରିଆରେ ପଟିଆଲା ହାଉସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଏପଟେ ବିଭିନ୍ନ ସ୍ଥାନରେ ଏହି ରାୟ ପରେ ଖୁସିର ମାହୋଲ ଖେଳିଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Jan 7, 2020, 11:37 PM IST