ଗୁରୁପ୍ରିୟାକୁ ଦେଢବର୍ଷ; ବଦଳିନି ବିଚ୍ଛିନ୍ନାଞ୍ଚଳର ଚିତ୍ର
🎬 Watch Now: Feature Video
ମାଲକାନଗିରି: ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ଆଦିବାସୀଙ୍କ ସ୍ବପ୍ନର ସେତୁ ଗୁରୁପ୍ରିୟା । ହେଲେ ଏଯାଏଁ ବଦଳି ନାହିଁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର । ୧୫୧ଟି ଗାଁ ମଧ୍ୟରୁ ପ୍ରାୟ ୧୨୦ଟି ଗାଁର ଲୋକେ ଏବେ ବି ଜଳପଥରେ ନିର୍ଭରଶୀଳ । ମୌଳିକ ସୁବିଧା ଯେଉଁ ମାନଙ୍କ ପାଇଁ ସାତସପନ ହୋଇ ରହିଛି ସେମାନଙ୍କ ବିକାଶ କଥା ଆମେ ଚିନ୍ତା କରିବା କେମିତି । ତେବେ କିଭଳି ରହିଛି ବାସ୍ତବ ଚିତ୍ର ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେଶିଆଲ ରିପୋର୍ଟ ।