ବିଜୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଦ୍ୟୁମ୍ନ ଲେଙ୍କା

By

Published : Jul 21, 2020, 5:51 PM IST

thumbnail
ଭୁବନେଶ୍ବର: ବିଜୟ ମହାନ୍ତି ମୋର ପ୍ରିୟ କଳାକାର । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ମୋର ଅଭିନୟ ଓ ପ୍ରଯୋଜକର ସଫଳତା ପଛରେ ତାଙ୍କର ବହୁ ଅବଦାନ ରହିଛି । ତାଙ୍କ ସହ ମୁଁ 50ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର କରିଛି । ତାଙ୍କ ସ୍ବଭାବ ବହୁତ ଭଲ ଥିଲା ଏବଂ ତାଙ୍କ ଅଭିନୟ ମଧ୍ୟ ଅତ୍ୟନ୍ତ ଉଚ୍ଚକୋଟୀର । ତାଙ୍କ ଭଳି ଜଣେ ମହାନ୍ତ କଳାକାରଙ୍କୁ ହରାଇ ମୁଁ ଏବଂ ସାରା ବଲିଉଡ ଜଗତ ଆଜି ଦୁଃଖିତ ଓ ମର୍ମାହତ ବୋଲି ପ୍ରତିକ୍ରିୟା ରଖିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.