ଲକଡାଉନ ସମୟରେ ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି - Potato prices are rising

🎬 Watch Now: Feature Video

thumbnail

By

Published : Apr 8, 2020, 1:58 PM IST

କଟକ: କୋରୋନା ପାଇଁ ରାଜ୍ୟ ସରକାର ଲୋକଙ୍କ ପାଇଁ ଅତି ଜରୁରୀ ସାମଗ୍ରୀ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ମାତ୍ର ମାର୍କେଟରେ ଏବେ ଆଳୁ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ଆକାଶଛୁଆଁ ହୋଇଛି ଆଳୁ ଦର । ଯେଉଁ ଆଳୁ ଦୁଇଦିନ ପୂର୍ବରୁ କିଲୋପ୍ରତି ୨୦ ଟଙ୍କାରେ ବଜାରରେ ବିକ୍ରୟ ହେଉଥିଲା, ତାହା ହଠାତ ବୃଦ୍ଧି ହୋଇ କିଲୋପ୍ରତି ୩୦ ଟଙ୍କାରେ ବିକ୍ରୟ ହେଉଛି। ତେବେ ଏନେଇ ବ୍ୟବସାୟୀ ସଂଘ ସମ୍ପାଦକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.